ଜୟୀଙ୍କ ନାମରେ ଗୁଜବ :ଚଳଚିତ୍ର ଜଗତରେ ଚହଳ

ଭୁବନେଶ୍ୱର: ଗତ କାଲି ରାତିରେ ସୁଦୀପ୍ତ ସାହୁ ନାମକ ଜଣେ ଯୁବକ ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଅଭିନେତା ଜୟୀରାମ ସାମଲ ଓର୍‌ଫ ଜୟୀଙ୍କୁ ନେଇ ‘ଜୟୀ ଭାଇ ଦୁନିଆ ଛାଡ଼ି ଚାଲିଗଲେ’ ଶୀର୍ଷକରେ ଏକ ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ପରେ ଚଳଚ୍ଚିତ୍ର ପ୍ରେମୀଙ୍କ ମହଲରେ ଆଲୋଡ଼ନ ଖେଳି ଯାଇଥିଲା। ଘଟଣାର ସତ୍ୟାସତ୍ୟରୁ ସେ ବର୍ତମାନ ସମ୍ପୂର୍ଣ ସୁସ୍ଥ ଥିବା ଜଣାପଡିଛି । ନିକଟରେ ତାଙ୍କ ଅଭିନୀତ ‘ଟିକେ … Continue reading ଜୟୀଙ୍କ ନାମରେ ଗୁଜବ :ଚଳଚିତ୍ର ଜଗତରେ ଚହଳ